ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ମାଟି ତଳୁ ୫ଟି ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ନୂତନ ଭାବେ ଘନବେଡା ଠାରେ ଅବସ୍ଥାପିତ ହୋଇଥିବା ୯ ବିଏସଏଫ ବାଟାଲିୟନକୁ ମିଳିଛି ଏକ ବଡ ସଫଳତା। ବିଏସ୍ଏ‌ଫ ଯବାନ କମ୍ବିଂ ଅପରେସନରେ ବାହାରିଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛି। ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ଖୋରିଗନ୍ଦୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଏକ ବିରାଟ ଗାତ ଖୋଳି ବିପୁଳ ପରିମାଣର ବିସ୍ଫାରକ ସହ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ।ବିଶେଷ ସୂତ୍ରରୁ … Continue reading ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ମାଟି ତଳୁ ୫ଟି ଲ୍ୟାଣ୍ଡମାଇନ୍‌ ଉଦ୍ଧାର